ଦଳ ଛାଡ଼ିଲେ ଟାଣୁଆ ନେତା ରଘୁବଂଶ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଶକ୍ତ ଝଟ୍‌କା ପାଟନା : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ମୁଖ୍ୟ ବିରୋଧୀ ଦଳ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) କୁ ଶକ୍ତ ଝଟ୍‌କା ଲାଗିଛି। ବରିଷ୍ଠ ଆର‌ଜେଡି ନେତା ରଘୁବଂଶ ପ୍ରସାଦ ସିଂହ ଆଜି ଆର୍‌ଜେଡିରୁ ଇସ୍ତଫା ଦେଇଛନ୍ତି। ସିଂହ କହିଛନ୍ତି, କରପୁରୀ ଠାକୁରଙ୍କ ମୃତ୍ୟୁ ପରେ ସେ ଦୀର୍ଘ ୩୨ ବର୍ଷ ଧରି ଆର‌ଜେଡିକୁ ସମର୍ଥନ କଲେ। କିନ୍ତୁ … Continue reading ଦଳ ଛାଡ଼ିଲେ ଟାଣୁଆ ନେତା ରଘୁବଂଶ